ଅସୁସ୍ଥତା ପାଇଁ ବିଗ ବିଙ୍କ ଓଜନ କମିଲା ଏତିକି କିଲୋ
ମୁମ୍ବାଇ () ଅସୁସ୍ଥତା ପାଇଁ ବିଗ ବି ଅମିତାଭ ବଚ୍ଚନଙ୍କ ଓଜନ ପାଞ୍ଚ କିଲୋ କମିଯାଇଛି। ଟୁଇଟରରେ ନିଜର ପ୍ରଶଂସକମାନଙ୍କୁ ବିଗ୍ ବି ନିଜେ ଏହା କହିଛନ୍ତି।
ନିକଟରେ ଅସୁସ୍ଥ ହୋଇପଡ଼ିଥିଲେ ବିଗ୍ ବି । ଫଳରେ ତାଙ୍କୁ ନାନାବତୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଦିନ…
