Odia News Portal
Browsing Tag

bagchi

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ବାଗ୍‌ଚୀଙ୍କ ୭.୫୦ କୋଟି ଟଙ୍କା ଦାନ

ଭୁବନେଶ୍ବର ()‘ମୋ ସ୍କୁଲ’ ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ଓ ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୭.୫୦ କୋଟି ଟଙ୍କା ଦାନ କରିଛନ୍ତି । କୋଭିଡ୍‌-୧୯ ଦ୍ବାରା ପ୍ରଭାବିତ ପୁରୀ ଜିଲ୍ଲାର ଅସହାୟା ବୃଦ୍ଧା…

ସାବଧାନ ନରହିଲେ ପସ୍ତେଇବାକୁ ପଡ଼ିବ

ଭୁବନେଶ୍ୱର()  କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନା ମୁକାବିଲା ପାଇଁ ଆମକୁ ନିୟମ ମାନିବାକୁ ପଡ଼ିବ । ନିୟମ ଉଲ୍ଲଙ୍ଘନ କଲେ କିପରି ସଂକ୍ରମଣ ବଢ଼େ ତାହା ଆପଣମାନେ ଜାଣିପାରୁଥିବେ । ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି ।…

ଆଗାମୀ ଗୋଟିଏ ସପ୍ତାହ ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର() କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ବୟସ୍କ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହେବା ସମ୍ଭାବନା ଅଧିକ ରହିଛି । ବୟସ ବଢ଼ିବା ସହ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ତେଣୁ ବୟସ୍କ ବ୍ୟକ୍ତିମାନେ ସାବଧାନ ରହିବା ଆବଶ୍ୟକ । ରାଜ୍ୟରେ…

କରୋନା ପାଇଁ ରାଜଯୋଟକ ହେଉଛି ଲୋକ ଭିଡ଼

ଭୁବନେଶ୍ୱର() କରୋନା ନେଇ ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଅପଡ଼େଟ ଦେଇଛନ୍ତି । ସେ କହିଛନ୍ତି ଯେ ମା ବସୁଧା ଓ ସମଗ୍ର ନାରୀ ଜାତିକୁ ସମ୍ମାନ ଦେବାର ପର୍ବ ହେଉଛି ରଜ । ଏହି ସମୟରେ ସତର୍କ ରହିବା ଓ ଦାୟିତ୍ୱବୋଧ ପାଳନ କରିବା ମଧ୍ୟ କର୍ତ୍ତବ୍ୟ ରହିଛି । ହେଲେ ଆମେ ଜୀବନକୁ ବିପନ୍ନ କରି ପାଳନ…

ଲକ୍ ଡାଉନ ଗାଇଡ଼ଲାଇନକୁ ସମସ୍ତେ ମାନିବା ବାଧ୍ୟତାମୂଳକ

ଭୁବନେଶ୍ୱର() କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଆଜି ବିଶ୍ୱ ନର୍ସିଂ, ଫୋରେନ୍ସ ନାଇଟଙ୍ଗଲଙ୍କୁ ମନେପକାଇବାର ଦିନ । ଏହାସହ ଆଜି କରୋନା ମୁକାବିଲା କରିବା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିିଥିଲେ । କୋଭିଡ଼ କେୟାର…

ଡିସଚାର୍ଯ ପରେ ୭ଦିନ ପରିବର୍ତ୍ତେ ୧୪ଦିନ ପୃଥକବାସ

ଭୁବନେଶ୍ୱର() ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି କ୍ୱାରେଣ୍ଟିନ ସେଣ୍ଟରରେ ଥିବା ଫେରନ୍ତାଙ୍କୁ ନେଇ ତର୍ଜମା ହୋଇଥିଲା । ଗତ ୨୪୧ଟି ପଜିଟିଭରୁ ୨୨୯ ଜଣ ବାହାରୁ ଫେରନ୍ତା ବୋଲି ଜଣାପଡ଼ିଛି । ରାଜ୍ୟ ସରକାରଙ୍କ…

ଘରକୁ ଫେରିବା ପାଇଁ ପ୍ରତି ଲୋକର ଆଇନଗତ ଅଧିକାର ଅଛି

ଭୁବନେଶ୍ୱର()କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନା ଲଢ଼େଇର ଏହି ପର୍ଯ୍ୟାୟରେ ବହୁ ଓଡ଼ିଆ ବାହାରୁ ଫେରୁଛନ୍ତି । ସର୍ବଭାରତୀୟ ସ୍ତରରେ ପ୍ରବାସୀ ହେଉଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୨୦କୋଟି ଅଛି । ଏମାନଙ୍କ ମଧ୍ୟରୁ ୯୨% ଅଣସଂଗଠିତ…

ଯାହା ବି କରୁଛନ୍ତି ଅନୁଶାସନ ସହ କରନ୍ତୁ

ଭୁବନେଶ୍ୱର() କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନା ବିରୋଧୀ ଲଢ଼େଇରେ ଏହି ସବୁ ନୀତିକୁ ରାଜ୍ୟ ସରକାର ଆପଣେଇଛନ୍ତି । ଯାହା ବି କରନ୍ତୁ ମାନବିକତା ସହ କରନ୍ତୁ ବୋଲି ସେ କହିଛନ୍ତିି । ଯାହା ବି କରାଯିବ ମହତ୍ତର ଉଦ୍ଦେଶ୍ୟ ସହ କରାଯିବ । ଯାହା…

କରୋନା ବିରୋଧୀ ଲଢ଼େଇରେ ୪ଟି ପର୍ଯ୍ୟାୟ ରହିଛି

ଭୁବନେଶ୍ୱର() କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇିସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନା ବିରୋଧୀ ଲଢ଼େଇରେ ୪ଟି ପର୍ଯ୍ୟାୟ ରହିଛି । ୪ଟି ପର୍ଯ୍ୟାୟ ହେଉଛି ତଥ୍ୟ ସଂଗ୍ରହ, ଯୁଦ୍ଧ ପରିଚାଳନା ପ୍ରସ୍ତୁତି, ସାମଗ୍ରିକ ପ୍ରସ୍ତୁତି, ଶତୃ ସଙ୍ଗେ ଛଳ ।ଏବେ ଆମ ରାଜ୍ୟ ଦ୍ୱିତୀୟ…

ରାଜ୍ୟରେ ୨୫୦ଟି ଟେଷ୍ଟ କଲେ ଜଣେ ପଜିଟିଭ୍ ବାହାରୁଛି

ଭୁବନେଶ୍ୱର()  କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନା ସଂକ୍ରମିତ ପରିସରକୁ ଛୁଇଁବା ପରେ ସଂକ୍ରମଣ ହୁଏ । ସଂକ୍ରମିତ ବ୍ୟକ୍ତିଙ୍କ କାଶ, ଛିଙ୍କରୁ ମଧ୍ୟ ସଂକ୍ରମଣ ହୋଇପାରେ । କରୋନା ପାଇଁ ଆମେରିକା ସ୍ଥିତି ସବୁଠୁ ଖରାପ ରହିଛି ।…