ଭଦ୍ର ମୁଖା ପିନ୍ଧି ଶହ ଶହ କୋଟି ଟଙ୍କାର ବ୍ୟାପାର କରୁଛନ୍ତି ବୈଜୟନ୍ତ : ବିଜେଡି
ଭୁବନେଶ୍ବର () ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କାହିଁକି ଅର୍ଥ ସଂପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେବାକୁ ଚାହୁଁଛନ୍ତି ତାର ଗୁମର ଖୋଲିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବୈଜୟନ୍ତ କିଭଳି ଭାବେ ରାଜନୀତିକୁ ନିଜର ପାରିବାରିକ ଇମ୍ଫା କମ୍ପାନୀର…