Odia News Portal
Browsing Tag

Baijayanta panda

ଏକ୍‍ ଟୁଇଟ୍‍ ନେ ଆଦ୍‍ମୀ କୋ କ୍ୟା ବନାଦିୟା

ଭୁବନେଶ୍ୱର()  ଗୋଟିଏ ଟୁଇଟ୍‍ କରି ବିବାଦରେ ଫସି ଯାଇଛନ୍ତି ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା । ବିଭନ୍ନ ପ୍ରସଙ୍ଗରେ ନିଜର ଟୁଇଟ୍‍ ପାଇଁ ସର୍ବଦା ଚର୍ଚ୍ଚାରେ ଥିବା ଶ୍ରୀ ପଣ୍ଡା ଏବେ ଟୁଇଟ୍‍ ବାର୍ତ୍ତାରେ ଓଡିଶାକୁ ପାକିସ୍ତାନ ସହ ତୁଳନା କରି ଚାରିଆଡୁ ସମାଲୋଚନାର ଶିକାର ହେଉଛନ୍ତି…

ବୈଜୟନ୍ତଙ୍କ ବିରୋଧରେ ଏତଲା

ଭୁବନେଶ୍ୱର()  ଓଡ଼ିଶାକୁ ପାକିସ୍ତାନ ସହ ତୁଳନା ପ୍ରସଙ୍ଗରେ  ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ  କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି ।  ଯୁବ ଅଭିଯାନ ଓଡ଼ିଶା ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି । ଦେଶଦ୍ରୋହ ମାମଲାରେ ବୈଜୟନ୍ତଙ୍କୁ ଗିରଫ କରାଯିବାକୁ ଯୁବ ଅଭିଯାନ ଓଡ଼ିଶା ପକ୍ଷରୁ ଦାବି…