Odia News Portal
Browsing Tag

bail granted to abhijit

ଜେଲ ଯନ୍ତ୍ରଣାରୁ ମୁକୁଳିବେ ଆୟାର

ଓଡିଶାର କଳା ସଂସ୍କୃତି ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଦୀର୍ଘ ଏକମାସରୁ ଉର୍ଦ୍ଧ ହେଲା ଜେଲ ଭୋଗୁଥିବା ଅଭିଜିତ ଆୟାରଙ୍କୁ ଶେଷରେ ଜାମିନ ମିଳିଛି । ଏଥର ସେ ଜେଲ ଯନ୍ତ୍ରଣାରୁ ମୁକ୍ତି ପାଇବେ । କୋଣାର୍କ ଜେଏମଏଫସି କୋର୍ଟ ଆଜି ତାଙ୍କୁ ସର୍ତମୂଳକ ଜାମିନ ମଂଜୁର କରିଛନ୍ତି । ଏହି ସର୍ତ…