ପଦ୍ମ ଧରିଲେ ବଳଭଦ୍ର
ଭୁବନେଶ୍ବର () ବଳଭଦ୍ର ବିଜେପିରେ ଯୋଗ ଦେବା ପରେ ନୀଳଗିରୀ ବିଧାୟକ ସୁକାନ୍ତ ନାୟକ ମଧ୍ୟ ବିଜେପି ମୁହାଁ ହୋଇନ୍ତି । ଚର୍ଚ୍ଚା ହେଉଛି ଆସନ୍ତାକାଲି ସେ ବିଜେପିରେ ଯୋଗ ଦେବେ । ଗତକାଲି ସୁକାନ୍ତ ଏବଂ ବିଜେପିର ଜଣେ ବରିଷ୍ଠ ନେତାଙ୍କ ମଧ୍ୟରେ ଭୁବନେଶ୍ବରରେ ରୁଦ୍ଧଦ୍ବାର ବୈଠକ ହୋଇଥିବା…