ହ୍ୟୁମ୍ ପାଇପ୍ ଭିତରେ ବିତୁଛି ଜୀବନ
ବାଲେଶ୍ୱର: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ହଜିଲା ମଣିଷପଣିଆ । ଡାହାଣୀ ସନ୍ଦେହରେ ମାଡ଼ମାରି ଗାଁରୁ ତଡ଼ି ଦେଲେ ଗ୍ରାମବାସୀ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଶ୍ରୀରାମପୁର ମହିଷାମୁଣ୍ଡା ଗାଁରେ ଘଟିଛି ଏଭଳି ଅମାନବୀୟ ଘଟଣା । ଗାଁର ଜଣେ ମହିଳାଙ୍କୁ ଡାହାଣୀ ସନ୍ଦେହ କରି ତାଙ୍କୁ ଓ!-->…