ବ୍ୟବସାୟୀଙ୍କୁ ମନାଇଲା ପ୍ରଶାସନ
ଐତିହାସିକ ବାଲିଯାତ୍ରା ଷ୍ଟଲ ଆବଣ୍ଟନ ବିବାଦ ତୁଟିଲା । ଏହି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ । ଆସନ୍ତା ୨୩ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ କଟକରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଦୋଳି ଓ ପ୍ଲଟ ଆବଣ୍ଟନ ନେଇ ବିବାଦ ତେଜିଥିଲା । ମୁହାଁମୁହିଁ…