ବାଲିଯାତ୍ରାରେ ସ୍ବତନ୍ତ୍ର ସେଲ୍ଫି ପଏଣ୍ଟ
କଟକ() ଚଳିତ ବର୍ଷ କଟକ ବାଲିଯାତ୍ରାକୁ ଅଭୁଲା କରି ରଖିବା ପାଇଁ କଟକ ଜିଲ୍ଲା ପ୍ରଶାସନ ଅନେକ ପଦକ୍ଷେପ ନେବା ଆରମ୍ଭ କରିଛି । ଏଥର କଟକ ଜିଲ୍ଲା ପ୍ରଶାସନ ସେଲଫି ଲଭର୍ସଙ୍କ ପାଇଁ ପ୍ରସ୍ତୁତ କରୁଛନ୍ତି ସ୍ବତନ୍ତ୍ର ସେଲଫି ପଏଣ୍ଟ । ଫନି ବାତ୍ୟାରେ ବାଲିଯାତ୍ରା ପଡିଆରେ ଭାଙ୍ଗି ପଡିଥିବା ଗଛ…
