ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କଲେ ବାଚସ୍ପତି
କଟକ() କଟକର ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କଲେ ବାଚସ୍ପତି ସୂର୍ଯ୍ୟ ପାତ୍ର । ଏହି ଉତ୍ସବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ପ୍ରତାପ ଜେନା,ସାଂସଦ ଭର୍ତ୍ତୃହରି ଉପସ୍ଥିତି ଥିବା ବେଳେ କଟକର ସମସ୍ତ ବିଧାୟକ ଉପସ୍ଥିତ ରହିଥିଲେ । ଚଳିବ ବର୍ଷ ୮ଦିନ ଧରି ଚାଲିବ ବାଲିଯାତ୍ରା ।…