କଦଳୀ ଚୋପାରେ ରହିଛି ଔଷଧୀୟ ଗୁଣ
ବିଭିନ୍ନ ଫଳକୁ ଚୋପା ସହିତ ଖାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥା’ନ୍ତି। କିନ୍ତୁ ଖୁବ୍ କମ୍ ଲୋକ ଏହି ପରାମର୍ଶକୁ ଗ୍ରହଣ କରିଥା’ନ୍ତି।
ଆମେ ସମସ୍ତେ କଦଳୀ ଖାଇବା ପରେ ତା’ ଚୋପାକୁ ଫୋପାଡ଼ି ଦେଇଥାଉ। ଯଦି ଆପଣ ଏପରି କରୁଛନ୍ତି, ତେବେ ଏହାର ଗୁଣ ଜାଣିବା ପରେ ଆଉ ଏହାକୁ…