କାଲିଠୁ ୩ଦିନ ଧରି ବନ୍ଦ ରହିବ ବ୍ୟାଙ୍କ
ଶନିବାର ଠାରୁ ୩ଦିନ ଧରି ବନ୍ଦ ରହିବ ବ୍ୟାଙ୍କ । ତେବେ ଆସନ୍ତୁ ଜାଣିବା କେଉଁ ଦିନ ଆଉ କେଉଁ କାରଣରୁ ବନ୍ଦ ରହିବ ବ୍ୟାଙ୍କ କାର୍ୟ୍ୟ ।
ବ୍ୟାଙ୍କ କାର୍ୟ୍ୟ ଜାନୁୟାରୀ ୧୨ ତାରିଖ ଅର୍ଥାତ କାଲି ଠାରୁ ଜାନୁୟାରୀ ୧୪ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ । ଜାନୁୟାରୀ ୧୨ ତାରିଖ ମାସର ଦ୍ୱିତୀୟ…
