ରାଜଧାନୀରେ ଖୋଲିଲା ବାର୍ ଓ ରେଷ୍ଟୁରାଣ୍ଟ
ଭୁବନେଶ୍ୱର() ରାଜ୍ୟ ସରକାର ଅନଲକ୍-୪ ଗାଇଡ୍ ଲାଇନ୍ ଜାରି କରିସାରିଛନ୍ତି। ତେବେ ଗାଇଡ୍ ଲାଇନ୍ ଅନୁସାରେ ଭୁବନେଶ୍ବରରେ ଖୋଲିଲା ବାର୍ ଓ ରେଷ୍ଟୁରାଣ୍ଟ ।
ରାଜ୍ୟରେ ଥିବା ସମସ୍ତ ବାର୍ ଓ ରେଷ୍ଟୁରାଣ୍ଟ ଖୋଲିବ ବୋଲି ରାଜ୍ୟ ସରକାର ଜାରି କରିଥିବା ଗାଇଡ୍ଲାଇନ୍ ଉଲ୍ଲେଖ ରହିଛି। କୋଭିଡ ଗାଇଡ୍…
