କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ
ବାଙ୍ଗାଲୋର:କର୍ଣ୍ଣଟାକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ । ଆଜି ରାଜ୍ୟପାଳ ତାଙ୍କୁ ଶପଥପାଠ କରାଇଛନ୍ତି । ଗୋପନୀୟତାର ସହ ହୋଇଛି ଶପଥପାଠ । ତେବେ ଆଗାମୀଦିନରେ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ହେବ । କର୍ଣ୍ଣାଟକରେ ବିଏ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ ଭାରତୀୟ ଜନତା!-->…