ଅରୁଣା ମହାନ୍ତିଙ୍କ ସମ୍ମୋହନକାରୀ ନୃତ୍ୟ କଲା ବିମୋହିତ
ଭୁବନେଶ୍ବର (): ଭୁବନେଶ୍ବର ସିଟି ଫେଷ୍ଟିଭାଲ ଡଟ୍ ଫେଷ୍ଟରେ ପ୍ରତିଦିନ ପରିଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ ପରିଦର୍ଶକ ନୂଆ ନୂଆ ଅଭିଜ୍ଞତା ଉପଲବ୍ଧି କରୁଛନ୍ତି । ଏହାର ୫ମ ଦିନର ସନ୍ଧ୍ୟାରେ ଖ୍ୟାତି ସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କର…