ବଦଳିବ ଭୁବନେଶ୍ୱର ରେଳଷ୍ଟେସନ ନକ୍ସା
ଭୁବନେଶ୍ୱର() ବଦଳିବ ରାଜଧାନୀ ଭୁବନେଶ୍ୱର ରେଳଷ୍ଟେସନର ରୂପରେଖ । ଏନେଇ ଆଜି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସୂଚନା ଜାରି ହୋଇଛି । ରେଳଷ୍ଟେସନର ନବକଳେବର ପାଇଁ ପ୍ରସ୍ତୁତି ଚଳାଇଛି ଇଷ୍ଟକୋଷ୍ଟ ରେଲୱେ ।
ପୁରା ଟିପଟପ୍ ହୋଇଯିବ ଭୁବନେଶ୍ୱର ବିମାନବନ୍ଦର । ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ…