ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଲାଗି ଇଣ୍ଡିଆ ଟିମ୍ ଘୋଷଣା
ନୂଆଦିଲ୍ଲୀ() ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଅକ୍ଟୋବର ୨ରୁ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିରୋଧରେ ୩ଟି ମ୍ୟାଚ୍ ର ଟେଷ୍ଟ ସିରିଜ୍ ଖେଳିବ। ଏଥିଲାଗି ପ୍ରଥମ ମ୍ୟାଚ୍ ଟି ବିଶାଖାପାଟଣାରେ ଅନୁଷ୍ଠିତ ହେବାକୁ ଥିବା…
