Odia News Portal
Browsing Tag

beer factory oppose

ବିୟର ଫ୍ୟାକ୍ଟ୍ରି ଖୋଲାକୁ ନେଇ ପୋଲିସ-ଜନତା ଖଣ୍ଡଯୁଦ୍ଧ

ଢେଙ୍କାନାଳରେ ପୋଲିସ-ଜନତା ଖଣ୍ଡଯୁଦ୍ଧ । ନୂଆ ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟାକୁ କେନ୍ଦ୍ର କରି ଉତ୍ତେଜନା । ଆଜି ସକାଳ ବଳରାମପୁର ଗାଁ ନିକଟରେ ବିୟର ଫ୍ୟାକ୍ଟ୍ରି ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଗଛ କଟା । ବିରୋଧ କରିଥିଲେ ଗାଁ ଲୋକ । ଉଭୟ ପୁରୁଷ ଓ ମହିଳାମାନେ ଏକାଠି ହୋଇ…