ବିବାହ ପୂର୍ବରୁ ଲିଭ ଇନରେ ରହିବା ଉଚିତ କି ଅନୁଚିତ, ଜାଣନ୍ତୁ
ପ୍ରେମକୁ ବଢାଇବା ପାଇଁ ନାରୀ ଓ ପୁରୁଷର ମିଳନ ହୋଇଥାଏ । ସୃଷ୍ଟିର ନିୟମ ହେଉଛି ନାରୀ-ପୁରୁଷର ଶାରୀରିକ ମିଳନରେ ନୂଆ ସଂସାର ସୃଷ୍ଟି ହୋଇଥାଏ । ଏହି ସମ୍ପର୍କ ସମସ୍ତଙ୍କ ଜୀବନରେ ଅଳ୍ପବହୁତ ଆସିଥାଏ । ହେଲେ ଏହି ମିଳନ ପାଇଁ ସମାଜର କିଛି ନିୟମ ରହିଛି । ଏହି ନିୟମ ହେଲା ବିବାହ ବନ୍ଧନ ।…
