ଗରମ ପାଣି ପିଇବାର ଉପକାରିତା
ଥଣ୍ଡା ପାଣି ଆମ ଶରୀରରେ ଶୋଷ ମେଣ୍ଟାଏ। ଆଉ ଗରମ ପାଣି ଆମ ଶରୀରରେ ଥିବା ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। କୁହାଯାଏ ଆମ ଶରୀରରେ ୭୦ ପ୍ରତିଶତ ଜଳ ଭରି ରହିଛି। ଆପଣଙ୍କ ପ୍ରଶ୍ନ ହୋଇପାରେ କ’ଣ ଆମେ ଶୋଷ ମେଣ୍ଟେଇବା ପାଇଁ ସର୍ବଦା ଗରମ ପାଣି ପିଇବା ଜରୁରୀ? ସେ କଥା ନୁହଁ । ଗରମ ପାଣି…