ଦୁର୍ବଳ ଅନୁଭବ କରୁଛନ୍ତି କି ? ବ୍ୟବହାର କରନ୍ତୁ …
ଲବଙ୍ଗକୁ ପ୍ରାୟ ପ୍ରତ୍ୟେକ ଘରେ ରୋଷେଇ କାର୍ୟ୍ୟରେ ସ୍ବାଦିଷ୍ଟ ଏବଂ ପୋଷ୍ଟିକ ବଢ଼ାଇବା ପାଇଁ ବ୍ୟବହାର କରାଯାଇଥାଏ। ଏହା ଛଡା ଲବଙ୍ଗକୁ ମସଲା ଭାବରେ ମଧ୍ୟ ବ୍ୟବହାର କରାଯାଏ। ଲବଙ୍ଗରେ ଏମିତି ଅନେକ ତତ୍ତ୍ବ ଥାଏ ଯାହ ଅନେକ ରୋଗରୁ ମୂଳରୁ ଶେଷ କରାଇ ଦେଇଥାଏ।ଏଥିପାଇଁ ଲୋକ ପୁରାତନ କାଳରେ ଅନେକ…