ଶୀତଦିନେ ଖାଆନ୍ତୁ ଏହି ଜିନିଷ , ତ୍ୱଚା ଉଜ୍ୱଳ …
ଶୀତଦିନେ ଆପଣ ସ୍ୱାଦଯୁକ୍ତ ଖାଦ୍ୟର ଭରପୂର ମଜା ନେଇପାରିବେ। ଆପଣ ଯଦି ଫୁଡି, ଏହି ଋତୁ ହିଁ ଆପଣଙ୍କ ପାଇଁ ସର୍ବୋକୃଷ୍ଟ ସମୟ। ଏହି ଋତୁରେ ବ୍ରୋକେଲି, ପାଳଙ୍ଗ, ମଟର, ମେଥି ଶାଗ, ବଥୁଆ, ଗାଜର, ବିଟ୍ ପରି ପରିବା ଆପଣଙ୍କୁ ଆରାମ୍ରେ ମିଳୁଥିବାରୁ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ବ୍ୟାଞ୍ଜନ…