ଆଉ ନିର୍ବାଚନ ଲଢିବି ନାହିଁ : ଭକ୍ତ ଦାସ
ଭୁବନେଶ୍ୱର () ନିର୍ବାଚନରୁ ସନ୍ୟାସ ନେବେ ଭକ୍ତ ଦାସ । ଆଉ ନିର୍ବାଚନ ଲଢିବେନି ଭକ୍ତ । ଯେତିକି ସମୟ ନିର୍ବାଚନ ଲଢିଛନ୍ତି ସେତିକି ଯଥେଷ୍ଟ ବୋଲି କଂଗ୍ରେସ ପଦଯାତ୍ରାରେ ସାଂସଦ ତଥା କଂଗ୍ରେସ ବରିଷ୍ଠ ନେତା ଭକ୍ତ ଦାସ ସୂଚନା ଦେଇଛନ୍ତି ।
ସେ ୯ଥର ନିର୍ବାଚନ ଲଢିଲେଣି । ଏଥିରୁ ସେ ୩ଥର…
