Odia News Portal
Browsing Tag

Bhiku seth

ଭିକୁ ସେଠଙ୍କ ପରଲୋକ

ଭୁବନେଶ୍ୱର()  ଯାତ୍ରା ଜଗତର ଶାଗୁଣାଭାବେ ପରିଚିତ ଭିକୁ ସେଠଙ୍କର ପରଲୋକ ହୋଇଯାଇଛି । ମାତ୍ର ୫୫ ବର୍ଷ ବୟସରେ ତାଙ୍କର ମୃତୁ୍ୟ ହୋଇଥିବାନେଇ ତାଙ୍କର ସମ୍ପର୍କୀୟମାନେ ସୂଚନା ଦେଇଛନ୍ତି  । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଚୌଦ୍ୱାରରୁ କଟକ ନିଆଯାଉଥିଲା  । ତେବେ ବାଟରେ…