ଭୁବନେଶ୍ୱର ଫେଷ୍ଟରେ ହାସ୍ୟରସର ଫୁଆରା
ଭୁବନେଶ୍ୱର, ୭ ଡିସେମ୍ବର, ୨୦୧୮: ଭୁବନେଶ୍ୱର ସିଟି ଫେଷ୍ଟିଭାଲ ଡଟ୍ ଫେଷ୍ଟ ସୃଷ୍ଟି କରିଛି ସଫଳତାର ୭ମ ସନ୍ଧ୍ୟା । ଅସଂଖ୍ୟ ଦର୍ଶକ ୭ମ ଦିନର କାର୍ଯ୍ୟକ୍ରମରେ ହୋଇଛନ୍ତି ଚକିତ । ଭୁଫେଷ୍ଟୋ- ଅନ୍ତର୍ଜାତୀରୟ ଷ୍ଟୋରୀ ଟେଲିଂ ଫେଷ୍ଟିଭାଲର ଦ୍ୱିତୀୟ ଦିନରେ ଦର୍ଶକ ବିପୁଳ ଉତ୍ସାହ ମଧ୍ୟରେ ୩…