Odia News Portal
Browsing Tag

bhubaneswar-surat direct flight soon

ଆରମ୍ଭ ହେବ ଭୁବନେଶ୍ୱର-ସୁରଟ ଫ୍ଲାଇଟ ସେବା

ଭୁବନେଶ୍ୱରରୁ ଗୁଜୁରାଟର ସୁରଟକୁ ସପ୍ତାହକୁ ୨ଥର ଫ୍ଲାଇଟ ଚଳାଚଳ କରିବ । ସୁରଟରେ ଅନେକ ଓଡ଼ିଆ ରହୁଥିବାରୁ ଓଡ଼ିଶାରୁ ସିଧାସଳଖ ସୁରଟକୁ ଫ୍ଲାଇଟ ଚଳାଚଳ ପାଇଁ ଅନେକ ଦିନରୁ ଦାବି ହୋଇଆସୁଥିଲା । ଏ ସଂପର୍କରେ ଆଜି ଟ୍ଵିଟ କରି ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ଦାବି…