ନିଲମ୍ବିତ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀ
ଭୁବନେଶ୍ୱର() ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀଙ୍କୁ ଆଜି ନିଲମ୍ବନ କରାଯାଇଛି । ଜୁଲାଇ ୯ରୁ ପିଛିଲା ଭାବେ ତାଙ୍କୁ ନିଲମ୍ବନ କରିଛି ସାଧାରଣ ପ୍ରଶାସନ ବିଭାଗ । ଏହାସହ ବିନା ଅନୁମତିରେ ଭୁବନେଶ୍ୱର ନଛାଡ଼ିବାକୁ ବିଭୁ ପ୍ରସାଦଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ଗତ…