Odia News Portal
Browsing Tag

Big change in Cricket World Cup

୨୦୨୭ ବିଶ୍ଵ କପ୍‌ରେ ସୁପର ସିକ୍ସ ଫର୍ମାଟ

ନୂଆଦିଲ୍ଲୀ : କ୍ରିକେଟ୍ ବିଶ୍ଵ କପ୍‌ରେ ଆଇସିସି ପୁଣି ଥରେ ବଡ ପରିବର୍ତ୍ତନ କରିଛି। ଖବର ଅନୁଯାୟୀ, ପୁଣି ଥରେ ବିଶ୍ଵ କପରେ ୧୪ ଦଳ ଅଂଶ  ଗ୍ରହଣ କରିବେ ଏବଂ ରାଉଣ୍ଡ ରବିନ ବଦଳରେ ସୁପର ସିକ୍ସ ଫର୍ମାଟ ଆଧାରରେ ବିଶ୍ଵ କପ୍ ଖେଳାଯିବ। ଆଇସିସି ଏହି ଫର୍ମାଟ୍ ୨୦୨୭ ବିଶ୍ଵ କପ୍‌ରେ ଲାଗୁ…