ଅଶାଳୀନତା ଯୋଗୁଁ ବନ୍ଦ ହୋଇପାରେ ଏହି ରିୟାଲିଟି ଶୋ’
ମୁମ୍ବାଇ() ରିୟାଲିଟି ଶୋ’ ବିଗବସ୍ -୧୩ ର ସମସ୍ୟା ବଢୁଥିବା ନଜର ଆସୁଛି । ନିକଟରେ ଏହି ଶୋ’ଉପରେ ରୋକ୍ ଲଗାଇବା ପାଇଁ କଥା ଉଠିଥିଲା । କ୍ୟାଟ୍ (Confederation Of All India Traders) ପକ୍ଷରୁ ଆଜି କେନ୍ଦ୍ରୀୟ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଡକରଙ୍କୁ ଏକ ପତ୍ର ପଠାଯାଇଛି ।…
