ରବିବାର ବିଜେପିରେ ମିଶିବେ ବିଜୟ ?
ବିଜୟ ମହାପାତ୍ର ଆସନ୍ତାକାଲି ପୁଣି ବିଜେପିରେ ମିଶୁଥିବା ଜଣାପଡିଛି । ବିଜୟ ତାଙ୍କ ସହିତ ଦିଲ୍ଲୀପ ରାୟଙ୍କୁ ମଧ୍ୟ ବିଜେପିକୁ ଟାଣିବା ଚକରରେ ଅଛନ୍ତି । କଂଗ୍ରେସ ମୂହାଁ ଧରିଥିବା କନ୍ଧମାଳ ଏମପି ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ବିଜେପିକୁ ଟାଣିନେବାରେ ସଫଳ ହେବା ପରେ ବିଜୟ ଓ ଦିଲ୍ଲୀଙ୍କୁ…