ରାଜନୀତିରେ ବିଜୟଙ୍କ ରାସ୍ତା ସିଲ
ଭୁବନେଶ୍ବର () ବିଜୁ ଜନତା ପାଟକୁରା ନିର୍ବାଚନ ଜିତିବା ଆଜିକା ଦିନରେ ସେତିକି ମହତ୍ବପୂର୍ଣ୍ଣ ନୁହେଁ । କାରଣ ନିର୍ବାଚନ ତାରିଖ ଘୋଷଣା ହେବା ଦିନରୁ ହିଁ ରାଜନୈତିକ ପାଣିପାଗ ବିଜେଡି ସପକ୍ଷରେ ଥିଲା । ବର୍ତ୍ତମାନ ସ୍ଥିତିରେ ନିର୍ବାଚନ ହାରିବା ପରେ 68 ବର୍ଷିୟ ଏହି ରାଜନୈତିକ ରାଜନୈତିକ…