ସୁରଙ୍କ ପରେ ହାତ ଟେକିଦେଲେ ତାରା
ବରଗଡ () ଆଜି ବିଜେପୁରରେ ହେଉଥିବା ବଡ ପରୀକ୍ଷାରେ ଫେଲ ମାରିପାରେ କଂଗ୍ରେସ । କଂଗ୍ରେସର ସ୍ଥିତି ଭଲ ନଥିବାରୁ ବିଜେପୁରରେ ବ୍ୟାକଫୁଟରେ ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।
ତେବେ ବିଜେପୁରରେ କଂଗ୍ରେସ ମୋଟ ୨୦ ଲକ୍ଷ ଟଙ୍କାରେ ନିର୍ବାଚନ ଲଢୁଛି ।…
