ବିଜୁ ଶ୍ରାଦ୍ଧ ଦିବସରେ ବିଏମସି ସଫେଇ କର୍ମଚାରୀମାନଙ୍କୁ ମାସ୍କ,ସାବୁନ ଓ ବିସ୍କୁଟ ବଣ୍ଟନ
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ ରେ ବିଧାୟକ ସୁଶାନ୍ତ କୁମାର ରାଉତ ଙ୍କ ସହାୟତା ରେ ଯୁବନେତା ପ୍ରକାଶ ତ୍ରିପାଠୀ ଙ୍କ ନେତୃତ୍ୱ ରେ ଭିଏସସନଗର ଅଞ୍ଚଳରେ ବିଏମସି ସଫେଇ କର୍ମଚାରୀମାନଙ୍କୁ କୋରୋନା ସଚେତନତା କରିବା ସହିତ ମାସ୍କ,ସାବୁନ ଓ ବିସ୍କୁଟ ପ୍ରଦାନ କରିବା…