ବଢିଲା ଆହାର କେନ୍ଦ୍ର ସଂଖ୍ୟା
ଖୋଲିଲା ଆଉ ୩୮ଟି ଆହାର କେନ୍ଦ୍ର। ସଚିବାଳୟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ୧୭ଟି ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ୧୭ଟି ଜିଲ୍ଲାରେ ଥିବା ୩୮ ସହରାଞ୍ଚଳ ପାଇଁ ନୂତନ ଆହାର କେନ୍ଦ୍ରର ହେଲା ଲୋକାର୍ପଣ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଖାଦ୍ୟର…
