ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରକୁ ଶ୍ରେଷ୍ଠ ବିମାନବନ୍ଦର ସମ୍ମାନ
ଭୁବନେଶ୍ୱର : ଓଡିଶାର ସର୍ବବୃହତ ବିମାନବନ୍ଦର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ୨୦୧୮ ବର୍ଷ ପାଇଁ ସମ୍ମାନ ଜନକ ଏଏସକୁ୍ୟ (ଏୟାରପୋର୍ଟ ସର୍ଭିସ କ୍ୱାଲିଟି ) ପୁରସ୍କାର ଲାଭ କରିଛି । ଏହି ବିମାନବନ୍ଦରର ଆକାର-ପ୍ରକାର ଏବଂ ଯାତ୍ରୀ ପରିବହନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ମାନ୍ୟତା ଲାଭ…