୧୧ ଜିଲ୍ଲା ପାଇଁ ବିଜୁ ପକ୍କାଘର
ତିତଲି କ୍ଷତିଗ୍ରସ୍ତଙ୍କୁ ବାସଗୃହ
ଭୁବନେଶ୍ବର () ଗତ ଅକ୍ଟୋବର 11 ତାରିଖରେ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ସାମୁଦ୍ରିକ ଝଡ ତିତଲିର ପ୍ରଭାବରେ 11ଟି ଜିଲ୍ଲାରେ 13ହଜାର ପରିବାରର ଘର ସଂପୂର୍ଣ୍ଣ ଭାଙ୍ଗିଯାଇଛି । ଏହିସବୁ ପରିବାରକୁ ବିଜୁ ପକ୍କା ଘର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ…