ନିର୍ଭୟା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଖାରଜ
ନୂଆଦିଲ୍ଲୀ () ନିର୍ଭୟା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଛନ୍ତି। ତେବେ ଆଜି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ଶନିବାର ଫାଶୀ ପାଇବାର ଥିଲା। କିନ୍ତୁ ଆଇନର ଫାନ୍ଦରେ ଏହା ପୁଣି ଛନ୍ଦି ହୋଇଯିବାରୁ ଫେବ୍ରୁଆରି ପହିଲା…
