ପାକିସ୍ତାନ ଫେରନ୍ତା ବିରଜୁ କୁଲୁ ନିଖୋଜ
ରାଉରକେଲା : ପାକିସ୍ତାନ ଜେଲ୍ରୁ ଫେରିଥିବା ବିରଜୁ କୁଲୁ ନିଖୋଜ। ଗତକାଲି ରାତିରୁ ବିରଜୁ କୁଲୁଙ୍କ କୌଣସି ପତ୍ତା ମିଳୁନି। ବିରଜୁଙ୍କ ନିଖୋଜ ନେଇ କୁତ୍ରା ଥାନାରେ ଏତଲା ଦେଇଛନ୍ତି ତାଙ୍କ ଭଉଣୀ । ଆଖ ପାଖ ଥାନାକୁ ବି ଏନେଇ ସୂଚନା ଦିଆଯାଇଛି । ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡ!-->…