ତିନ ତଲାକକୁ ନେଇ ବିଜେପି ନେତାଙ୍କ ବିବାଦୀୟ ବୟାନ
ଭୁବନେଶ୍ବର () ତିନ ତଲାକ ବିଲ ସଂସଦର ମଂଜୁରୀ ପାଇସାରିଥିଲେ ବି ଏହାର ତାତି ଆଜି ଓଡିଶା ବିଧାନସଭାରେ ଦେଖିବାକୁ ମିଳିଛି । ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଏକ ବକ୍ତବ୍ୟକୁ ନେଇ ବିଧାନସଭାରେ ଝଡ ସୃଷ୍ଟି ହୋଇଛି । ବିଷ୍ଣୁ ସେଠୀ କହୁ କହୁ କହିଦେଲେ ଯେ, ମଧ୍ୟଯୁଗୀୟ ପରମ୍ପରା ତ୍ରିପଲ ତଲାକ…
