Odia News Portal
Browsing Tag

bjd strike

ଅନୁସୂଚିତ ଛାତ୍ର ବୃତ୍ତିି ବୃଦ୍ଧି ଦାବୀରେ ବିଜେଡିର ବିକ୍ଷୋଭ

ରାଜଭବନ ଆଗରେ ବିଜେଡିର ପ୍ରତିବାଦ । ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ବୃତ୍ତି ଅର୍ଥରୁ କେନ୍ଦ୍ରୀୟ ଅଂଶ କମାଇଦେବାକୁ ବିରୋଧ କରିଛି ଦଳ । ପୂର୍ବରୁ କେନ୍ଦ୍ର ସରକାର ଦେଉଥିବା ୯୦ପ୍ରତିଶତ ଛାତ୍ର ବୃତ୍ତିକୁ ଏବେ ୨୦ପ୍ରତିଶତ କରାଯାଇଥିବା ବିଜେଡି କହିଛି । ଏପରିକି ଧାର୍ୟ୍ୟ ସମୟ ଭିତରେ…