ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ରାଜ୍ୟସଭା ପ୍ରାର୍ଥୀ ନାମ ଘୋଷଣା କରିଛନ୍ତି । ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ଅଶ୍ୱିନୀ ବୈଷ୍ଣବ ବିଜେଡି ପ୍ରାର୍ଥୀ ଥିବା ବେଳେ ବିଜେଡି ଆଇଟି ସେଲ୍ ମୁଖ୍ୟ ଅଛନ୍ତି ଅମର ପଟ୍ଟନାୟକ ।
ଅନ୍ୟପଟେ ପୂର୍ବତନ ଆଇଏଏସ ଅଫିସର ଅଶ୍ୱିନୀ…