‘ଏକ ରାଷ୍ଟ୍ର ଓ ଗୋଟିଏ ନିର୍ବାଚନ’କୁ ବିଜେଡିର ସହମତ
ଭୁବନେଶ୍ୱର () ଗୋଟିଏ ଦେଶ ଗୋଟିଏ ନିର୍ବାଚନ । କେନ୍ଦ୍ର ସରକାରଙ୍କ ଏହି ପ୍ରକ୍ରିୟାକୁ ବିଜେଡି ସମର୍ଥନ କରୁଛି । ଆଜି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଏହି ସୂଚନା ଦେଇଛନ୍ତି ।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିଛନ୍ତି ।…