ଡେଲାଙ୍ଗରେ ନିର୍ବାଚନୀ ହିଂସାକାଣ୍ଡ, ୩ ଆହତ
ପୁରୀ: ନିର୍ବାଚନୀ ପ୍ରଚାର ସମୟରେ ଡେଲାଙ୍ଗରେ ହିଂସାକାଣ୍ଡ | ବିଜେଡି କର୍ମୀଙ୍କ ମାଡ଼ରେ ୩ ବିଜେପି କର୍ମୀ ଆହତ | ଆହତ ବିଜେପି କର୍ମୀ ଡେଲାଙ୍ଗଡାକ୍ତରଖାନାରେ ଭର୍ତ୍ତି | ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବିଜେପି କର୍ମୀଙ୍କ ରାସ୍ତା ଅବରୋଧ |ଶତାଧିକ ବିଜେପି କର୍ମୀଙ୍କ ଡେଲାଙ୍ଗ ଥାନା!-->…
