ଧର୍ମ ନାଁରେ ରାଜନୀତି କରୁଛି ବିଜେପି :ସସ୍ମିତ ପାତ୍ର
ପୁରୀ () ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ନିର୍ବାଚନ ଆଚରଣବିଧି ଉଲଂଘନ କରିଥିବା ଅଭିଯୋଗ ହୋଇଛି । ରାଜନୈତିକ ପ୍ରଚାର ସମୟରେ କୌଣସି ଧାର୍ମୀକ ଚିହ୍ନ, ବିଶ୍ବାସ, ଫଟୋ କିମ୍ବା ଦେବାଦେବୀଙ୍କ ମୂର୍ତ୍ତି ଧରିବାକୁ ଆଚରଣ ବିଧି ସମ୍ପୁର୍ଣ୍ଣ ଭାବେ ବାରଣ କରିଛି । ହେଲେ…