ଗ୍ରୀନକାର୍ଡ କଥା କହି ପଦ୍ମ ଧରାଇଲେ
ଭୁବନେଶ୍ୱର () ରାଜ୍ୟ ବିଜେପିର ଆଜିର ଏକ ମିଶ୍ରଣ ପର୍ବରେ ଅପ୍ରୀତିକର ପରିସ୍ଥିତି ଉପୁଜିଛି । ବୋଲଗଡ଼ ଅଂଚଳରୁ କିଛି ମହିଳାଙ୍କୁ ଗ୍ରୀନକାର୍ଡ ସମସ୍ୟାର ସମାଧାନ କରାଯିବ କହି ଭବନେଶ୍ୱର ଆଣି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳରେ ମିଶିବାକୁ କୁହାଗଲା ।
ଆଜି ରାଜ୍ୟ କଂଗ୍ରେସର ପୂର୍ବତନ…