ନବୀନଙ୍କୁ ବିଜେପି ସାଂସଦଙ୍କ ଚିଠି
ଭୁବନେଶ୍ବର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ୧୨ ଜଣ ସାଂସଦ ଚିଠି ଲେଖିଛନ୍ତି । ଓଡିଶାରେ କେନ୍ଦ୍ର ଆୟୁଷ୍ମାନ ଯୋଜନାଙ୍କୁ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବିଜେପିି ସାଂସଦ ।
ଚିଠିରେ ଲେଖାଯାଇଛି, ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟକୁ…
