ଅରୂପଙ୍କୁ ଟକ୍କର ଦେବେ ପ୍ରକାଶ!
ଭୁବନେଶ୍ବର : ବିଜୁ ଯୁବ ବାହିନୀ ଦାୟିତ୍ବରେ ଥିବା ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକଙ୍କୁ ଟକ୍କର ଦେବେ ଆଉ ଜଣେ ଓଡିଆ ଆଇପିଏସ୍ ପ୍ରକାଶ ମିଶ୍ର । ପ୍ରକାଶ ମିଶ୍ର ବିଜେପି ପ୍ରାର୍ଥୀଭାବେ ଅରୂପଙ୍କୁ ଟକ୍କର ଦେବାପାଇଁ ରଣନୀତି ପ୍ରସ୍ତୁତି ଚାଲିଥିବାର ସୂଚନା ମିଳିଛି ।…