୧୦.୯ କୋଟି ସହ ଜଣେ ମହିଳା ୩ଯୁବକ ଗିରଫ
ଓଡିଶା ସୀମାନ୍ତରୁ ୧୦ କୋଟିରୁ ଉର୍ଦ୍ଧ ଟଙ୍କା ଜବତ କରାଯାଇଛି । ଏହି ଟଙ୍କା ଛତିଶଗଡରୁ ଆଗ୍ରା ଯାଉଥିବା ଜଣାପଡିଛି । ଏହି ଟଙ୍କା ସହିତ ୩ଜଣ ଯୁବକ ଓ ଜଣେ ମହିଳାଙ୍କୁ ପୋଲିସ ଅଟକରଖି ପଚରାଉଚରା କରାଯାଉଛି । ମାଲକାନାଗିରି ଠାରେ ଏକ ଟୟଟା କାରରୁ ଏହି ଟଙ୍କା ଜବତ କରାଯାଇଛି । ଏହି କାରରୁ ଜବତ…
