ବ୍ଲାକସଲ୍ଟ ଖାଉଛନ୍ତି କି ? ଶରୀର ପାଇଁ…
କଳା ଲୁଣ ବା ବିଟ ଲୁଣ ବା ବ୍ଲାକସଲ୍ଟ । ସ୍ବାସ୍ଥ୍ୟ ପାଇଁ ଏହା ବହୁତ ଲାଭଦାୟକ । ଏହାକୁ ପ୍ରାକୃତିକ ଲୁଣ ମଧ୍ୟ କୁହାଯାଏ । ଏଥିରେ ରହିଛି ୮୦ ପ୍ରକାରର ରାସାୟନିକ ପଦାର୍ଥ । ଆୟୁର୍ବେଦ ଅନୁସାରେ ଦୈନିକ ଧଳା ଲୁଣ ତୁଳନାରେ କଳା ଲୁଣ ସେବନ କଲେ ବହୁତ ଫାଇଦା ମିଳିବ । କଳା ଲୁଣ ଖାଇଲେ…