ଘରୁ ବାହାରିବାକୁ ଦରକାର ଉଠା ଦୋକାନୀଙ୍କ ଅନୁମତି,କମିଶନରଙ୍କ ନିର୍ଦେଶକୁ ଫୁ
ଭୁବନେଶ୍ବର () ସରକାରୀ ଜାଗା, ନାଳ ଓ ସରକାରୀ କ୍ବାଟର ଗେଟ ସାମ୍ନା ଅକ୍ତିଆର କରି ଉଠା ଦୋକାନୀଙ୍କ ମାନମୁଖୀ କାର୍ୟ୍ୟରେ ଅତିଷ୍ଠ ହୋଇ ଦୁଇ ନମ୍ବର ସରକାରୀ କ୍ୱାଟର ଅନ୍ତେବାସୀମାନେ ଲିଖିତ ଅଭିଯୋଗ କରିଛନ୍ତି। ସରକାରୀ ଗାଡି, ଆମ୍ବୁଲାନ୍ସ ନେବା ଆଣିବା, ମାତ୍ରାଧିକ ଜନଗହଳି ଯୋଗୁଁ ଚାଲିକି…
